Worlds Largest Country

Worlds largest country in the World on area basis

କ୍ଷେତ୍ରଫଳ ଅନୁସାରେ ବିଶ୍ଵ ର ସର୍ବବୃହତ ଦେଶ 

ରୁଷିଆ ହେଉଛି ବିଶ୍ୱର ବୃହତ୍ତମ ଦେଶ |  ରୁଷିଆ ଉଭୟ ଇୟୁରୋପ୍ ଓ ଏସିଆ ମହାଦେଶ ରେ ବିସ୍ତାର ଲାଭ କରିଛି |  ରୁଷିଆ ଇଉରୋପ ମହାଦେଶର ସବୁଠାରୁ ବୃହତ୍ତମ ଦେଶ ଅଟେ | ଉରାଳ ପର୍ବତମାଳା ( Ural Mountain)  ଯିଏକି ଉଭୟ ଏସିଆ ଏବଂ ଇୟୁରୋପ ମହାଦେଶ କୁ ଅଲଗା କରିଛି, ଏହା ରୁଷିଆ ମଧ୍ୟ ଦେଇ ଯାଇଛି | ବିଶ୍ଵର ଦଶଟି ସର୍ବବୃହତ ଦେଶ ( ସ୍ଥଳଭାଗ କ୍ଷେତ୍ରଫଳ କୁ ନେଇ) ମାନଙ୍କର ତାଲିକା ବଡ ରୁ  ସାନ କ୍ରମ ରେ ନିମ୍ନ ରେ ଦିଆଗଲା 


  1. ରୁଷିଆ (Russia) (ଏସିଆ ଏବଂ ଇୟୁରୋପ ମହାଦେଶର ସର୍ବବୃହତ ଦେଶ)
  2. କାନାଡା (Canada ) (ଉତ୍ତର ଆମେରିକାର ସର୍ବବୃହତ ଦେଶ)
  3. ଚୀନ (China) ( ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଦେଶ)
  4. ୟୁନାଇଟେଡ଼ ଷ୍ଟେଟ୍ସ ଅଫ ଆମେରିକା (USA) (ଉତ୍ତର ଆମେରିକା ର ଦିତୀୟ ସର୍ବବୃହତ ଦେଶ)
  5. ବ୍ରାଜିଲ (Brazil) ( ଦକ୍ଷୀଣ ଆମେରିକାର ସର୍ବବୃହତ ଦେଶ)
  6. ଅଷ୍ଟ୍ରେଲିଆ (Australia) ( ସବୁଠାରୁ ଛୋଟ ମହାଦେଶ)
  7. ଭାରତ (India) ( ଏସିଆ ମହାଦେଶର ତୃତୀୟ ସର୍ବବୃହତ ଦେଶ )
  8. ଆର୍ଜେଣ୍ଟିନା (Argentina) ( ଦକ୍ଷୀଣ ଆମେରିକାର ଦ୍ଵିତୀୟ ସର୍ବବୃହତ ଦେଶ)
  9. କାଜାକସ୍ତାନ (Kazakhstan)
  10. ଆଲଜେରିଆ (Algeria) ( ଆଫ୍ରିକାର ସର୍ବବୃହତ ଦେଶ)

Post a Comment

0 Comments